ଆହ୍ଲାବାଦ ହାଇକୋର୍ଟ ପରିସରରୁ ମସଜିଦ ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଥିବା ମସଜିଦକୁ ସୁପ୍ରିମ୍‌କୋର୍ଟ ୩ ମାସ ଭିତରେ ହଟାଇବାକୁ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ମସଜିଦଟି ଏକ ଲିଜ୍ ସମ୍ପତ୍ତି ଉପରେ ନିର୍ମିତ ହୋଇଥିଲା। ବର୍ତ୍ତମାନ ଲିଜ୍ ଅବଧି ପୂରିଯାଇଥିବାରୁ ଆବେଦନକାରୀମାନେ ତାକୁ ରଖିବାକୁ ଦାବି କରିପାରିବେ ନାହିଁ। ସୂଚନାଯୋଗ୍ୟ, ନଭେମ୍ବର ୨୦୧୭ରେ ଆଲ୍ଲାହାବାଦ ହାଇକୋର୍ଟ ୩ ମାସ ଭିତରେ ଉକ୍ତ ମସଜିଦକୁ କୋର୍ଟ ପରିସରରୁ ହଟାଇବାକୁ ଆଦେଶ ଦେଇଥିଲେ। ଏହା … Continue reading ଆହ୍ଲାବାଦ ହାଇକୋର୍ଟ ପରିସରରୁ ମସଜିଦ ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ